Listen

Description

Please visit https://thebookvoice.com/podcasts/1/audiobook/833925 to listen full audiobooks.
Title: [Oriya] - Keeta O Anyanya Galpa
Author: ପ୍ରକାଶ ମହାପାତ୍ର
Narrator: ଜିତୁ ସାବତ
Format: Unabridged Audiobook
Length: 5 hours 42 minutes
Release date: October 16, 2021
Genres: Short Stories
Publisher's Summary:
କାହାଣୀର ପାରମ୍ପରିକ ବିନ୍ୟାସରେ ବିଶ୍ୱାସ ରଖୁ ନଥିବା କଥାକାର ପ୍ରକାଶ ମହାପାତ୍ରଙ୍କ ଜୀବନ ନିହାତି ବେପରୁଆ। ତାଙ୍କ ହିସାବରେ- ସବୁ ଗଳ୍ପ ଗୋଟେ ଗୋଟେ ଅଜଣା ଇଲାକାକୁ ଯାତ୍ରା। ଗଳ୍ପରେ ସେମିତି ଥିମ୍ ଫିମ୍ କିଛି ନଥାଏ। ଗଳ୍ପ ହେଉଛି ଶିଳ୍ପୀର ମାତାଲ୍ ପଦଚିହ୍ନ, ଅରଣ୍ୟର ନୀରବତା ଓ ଉଦ୍ଧତ ନଦୀର ସ୍ୱେଚ୍ଛାଚାରିତା। ଏକରେ ବହୁ ସ୍ୱର, ମାନସିକ ଦ୍ୱୈତବୋଧ, ଅବଦମିତ ଯୌନଚେତନା ଓ ମଣିଷର ରହସ୍ୟମୟ, ଅପ୍ରକଟିତ ଅଭ୍ୟନ୍ତରକୁ ନେଇ ପରୀକ୍ଷା ନିରୀକ୍ଷା କରିବାକୁ ସେ ଭଲ ପା'ନ୍ତି। ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ 'କୀଟ ଓ ଅନ୍ୟାନ୍ୟ ଗଳ୍ପ' ବହିଟିରେ ଅଛି ସେମିତି କିଛି ଚମକେଇ ଦେଲାଭଳି ଗପ, ଯାହା ପଢିଲେ ରାତିରେ ହୁଏତ ନିଦ ହେବନି...