Listen

Description

Please visit https://thebookvoice.com/podcasts/1/audiobook/834837 to listen full audiobooks.
Title: [Oriya] - Shakti
Author: ମୃଣାଳ
Narrator: ମୃଣାଳ
Format: Unabridged Audiobook
Length: 4 hours 8 minutes
Release date: September 3, 2021
Genres: Literary Fiction
Publisher's Summary:
କଳ୍ପବିଜ୍ଞାନ ଢାଞ୍ଚାରେ ରଚିତ ମୃଣାଳଙ୍କ ଅନ୍ୟତମ ସଫଳ ଉପନ୍ୟାସ ହେଉଛି 'ଶକ୍ତି'! ସୁଖପାଠ୍ୟ ଏହି ଉପନ୍ୟାସରେ ଅବକ୍ଷୟଗ୍ରସ୍ତ ସମାଜ ପ୍ରତି ତୀବ୍ର କଟାକ୍ଷ ସହିତ ମଣିଷର ମୌଳିକ ସହନଶକ୍ତି ଓ ସଂଗ୍ରାମର ଚିତ୍ର ଖୁବ ନିଖୁଣ ଭାବେ ପ୍ରଦର୍ଶିତ! ଶକ୍ତିର ବିଭିନ୍ନ ରୂପ, ବିଭବ ଓ ପ୍ରଭାବକୁ କଥାକାର ଖୁବ ରୋଚକ ଢଙ୍ଗରେ ଉପସ୍ଥାପନ କରିଛନ୍ତି! କେବଳ ଆଜି ପାଇଁ ନୁହେଁ, ଏହା ଭବିଷ୍ୟତର ସମାଜବ୍ୟବସ୍ଥା ପାଇଁ ମଧ୍ୟ ଏକ ଦିଗବାରେଣୀ! ମଣିଷ ଭିତରେ ଥିବା ଦେବତା ଓ ଦାନବଙ୍କ ଅହରହ ଚାଲିଥିବା ଏକ ଯୁଦ୍ଧର ଧାରାବିବରଣୀ ହେଉଛି 'ଶକ୍ତି'; ଶୁଣନ୍ତୁ ଖୋଦ ଲେଖକଙ୍କ ସ୍ୱରରେ...