Look for any podcast host, guest or anyone
Showing episodes and shows of

Priya Prayash

Shows

Priya PrayashPriya PrayashMaya Marichika ( Part-3) | ମାୟା ମରିଚିକା ( ତୃତୀୟ ଅଂଶ)ଲେଖକ- ପ୍ରିୟରଞ୍ଜନ ବିଶ୍ୱାଳ ଓ ଉପସ୍ଥାପିକା- ନମିତା ଚାନ୍ଦ।2021-09-2406 minPriya PrayashPriya Prayashମୁଖା ପିନ୍ଧା ମଣିଷକବି- ପ୍ରିୟରଞ୍ଜନ ବିଶ୍ୱାଳ ଓ ଉପସ୍ଥାପିକା- ଭାର୍ଗବୀ ଆଚାର୍ଯ୍ଯ।2021-09-1401 minPriya PrayashPriya Prayashରାକ୍ଷୀ ଓ ଭଉଣୀକବି ଓ ଉପସ୍ଥାପକ- ପ୍ରିୟରଞ୍ଜନ ବିଶ୍ୱାଳ2021-09-0903 minPriya PrayashPriya PrayashPrema Kheluchhi Chakabhaunree | ପ୍ରେମ ଖେଳୁଛି ଚକାଭଉଁରୀଲେଖକ- ପ୍ରିୟରଞ୍ଜନ ବିଶ୍ୱାଳ, ଉପସ୍ଥାପିକା- ମମତା ରାଉତ।2021-09-0820 minPriya PrayashPriya Prayashପ୍ରେମ ବନ୍ଧନ (ପଞ୍ଚମ ଅଂଶ)ଏହାର ଲେଖକ ପ୍ରିୟରଞ୍ଜନ ବିଶ୍ୱାଳ ଓ ଉପସ୍ଥାପିକା- ଅଧ୍ଯାପିକା ସ୍ୱପ୍ନା ମହାନ୍ତି2021-08-2911 minPriya PrayashPriya Prayashବର୍ଷାବର୍ଷା ଏକ ବନ୍ଧୁତ୍ୱ ଆଧାରିତ କାହାଣୀ ଯାହାର ଲେଖକ- ପ୍ରିୟରଞ୍ଜନ ବିଶ୍ୱାଳ ଓ ଉପସ୍ଥାପିକା- ମମତା ରାଉତ।2021-08-2706 minPriya PrayashPriya Prayashବନ୍ଧୁତ୍ୱବନ୍ଧୁତ୍ୱ ସମ୍ପର୍କରେ ଏହା ଏକ ବିଶେଷ କବିତା, ଯାହାର କବି- ପ୍ରିୟରଞ୍ଜନ ବିଶ୍ୱାଳ ଓ ଉପସ୍ଥାପିକା- ଭାର୍ଗବୀ ଆଚାର୍ଯ୍ଯ।2021-08-2601 minPriya PrayashPriya Prayashମଣିଷ ଜୀବନମଣିଷ ଜୀବନ କବିତାର ଲେଖକ- ପ୍ରିୟରଞ୍ଜନ ବିଶ୍ୱାଳ ଓ ଉପସ୍ଥାପିକା- ନିବେଦିତା ଜେନା2021-08-2502 minPriya PrayashPriya Prayashବାପାବାପା- ଏହି କାହାଣୀରେ ବାପ ପୁଅର ସମ୍ପର୍କକୁ ଦର୍ଶା ଯାଇଛି। କାହାଣୀଟିର ଲେଖକ- ପ୍ରିୟରଞ୍ଜନ ବିଶ୍ୱାଳ ଓ ଉପସ୍ଥାପିକା- ଭାର୍ଗବୀ ଆଚାର୍ଯ୍ଯ।2021-08-2202 minPriya PrayashPriya Prayashପ୍ରେମ ବନ୍ଧନ (ଚତୁର୍ଥ ଅଂଶ)ପ୍ରେମ ବନ୍ଧନ (ଚତୁର୍ଥ ଅଂଶ)- ଲେଖକ- ପ୍ରିୟରଞ୍ଜନ ବିଶ୍ୱାଳ ଓ ଉପସ୍ଥାପିକା- ଅଧ୍ଯାପିକା- ସ୍ୱପ୍ନା ମହାନ୍ତି।2021-08-2109 minPriya PrayashPriya Prayashପ୍ରେମ ବନ୍ଧନ (ତୃତୀୟ ଅଂଶ)ଏହି ଅଂଶଟିରେ ମହାବିଦ୍ଯାଳୟର ଛାତ୍ରଛାତ୍ରୀମାନଙ୍କର ମାନସିକତା ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ଲେଖକ- ପ୍ରିୟରଞ୍ଜନ ବିଶ୍ୱାଳ ଓ ଉପସ୍ଥାପିକା- ଅଧ୍ଯାପିକା ସ୍ୱପ୍ନା ମହାନ୍ତି।2021-08-2009 minPriya PrayashPriya Prayashମାୟା ମରିଚିକା ( ଦ୍ୱିତୀୟ ଅଂଶ)ଏହି ଅଂଶରେ ଏକ ଗରିବ ଗାଉଁଲି ଛୋଟ ପିଲା କିପରି ଦାରିଦ୍ର୍ଯର କଷଟି ପଥରରେ ଘସି ହୋଇ ଜୀବନ ସହ ସଙ୍ଘର୍ଷ କରିଚାଲିଛି। ତାହା ହିଁ ବର୍ଣ୍ଣନା କରାଯାଇଛି।2021-08-1706 minPriya PrayashPriya Prayashମାୟା ମରିଚିକା ( ପ୍ରଥମ ଅଂଶ)ମାୟା ମରିଚିକା ଏକ ଗରିବ ପିଲାର ସଙ୍ଘର୍ଷ ଉପରେ ଆଧାରିତ କାହାଣୀ। କାହାଣୀର ଲେଖକ- ପ୍ରିୟରଞ୍ଜନ ବିଶ୍ୱାଳ ଓ ଉପସ୍ଥାପିକା- ନମିତା ଚାନ୍ଦ।2021-08-1505 minPriya PrayashPriya Prayashରଜନୀର ପ୍ରେମରଜନୀର ପ୍ରେମ ଏକ ସୁନ୍ଦର କବିତା। ଯେଉଁଥିରେ ପ୍ରକୃତି ଓ ପ୍ରେମ ମଧ୍ଯରେ ଥିବା ସମ୍ପର୍କକୁ କବି ନିଜ ଲେଖନୀ ମୁନରେ ତୋଳିବାର ଏକ ଭିନ୍ନ ପ୍ରୟାସ କରିଛନ୍ତି। କବି- ପ୍ରିୟରଞ୍ଜନ ବିଶ୍ୱାଳ ଓ ଉପସ୍ଥାପିକା- ଭାର୍ଗବୀ ଆଚାର୍ଯ୍ଯ2021-08-1302 minPriya PrayashPriya PrayashPrema Bandhana ( 2nd part) | ପ୍ରେମ ବନ୍ଧନ ( ୨ୟ ଅଂଶ)Prema Bandhana ( 2nd part) | ପ୍ରେମ ବନ୍ଧନ ( ୨ୟ ଅଂଶ) ଲେଖକ- ପ୍ରିୟରଞ୍ଜନ ବିଶ୍ୱାଳ ଓ ଉପସ୍ଥାପନା- ଅଧ୍ଯାପିକା ସ୍ୱପ୍ନା ମହାନ୍ତି।2021-08-0109 minPriya PrayashPriya Prayashକବିତା- ନାରୀ ସମ୍ମାନନାରୀ ସମ୍ମାନ କବିତାଟି ସାମ୍ପ୍ରତିକ ସାମାଜ‌ ଓ ସମାଜରେ ନାରୀମାନଙ୍କ ସ୍ଥିତିକୁ ଦୃଷ୍ଟିରେ ରଖି ରଚନା କରାଯାଇଅଛି। ଲେଖକ- ପ୍ରିୟରଞ୍ଜନ ବିଶ୍ୱାଳ, ଉପସ୍ଥାପିକା- ଭାର୍ଗବୀ ଆଚାର୍ଯ୍ଯ।2021-07-3101 minPriya PrayashPriya PrayashPhoolon Ki Khushbu meinAnuj Kumar Das's Hindi poem "Phoolon Ki Khushbu mein"2021-07-2701 minPriya PrayashPriya Prayashପ୍ରେମ ବନ୍ଧନ ( Love Bond)- ପ୍ରଥମ ଅଂଶ"ପ୍ରେମ ବନ୍ଧନ" ଏକ ନିଆରା ପ୍ରେମ କାହାଣୀ ଉପରେ ଆଧାରିତ ଧାରାବାହିକ। ଯାହାର ନାୟକ- ବାଦଲ ଓ ନାୟିକା- ଅଞ୍ଜଳି। ସେମାନଙ୍କର ମହାବିଦ୍ଯାଳୟର ଜୀବନ ଓ ସାଙ୍ଗସାଥି ତଥା ତରୁଣ ବୟସରେ ସେମାଙ୍କ ଶାଶ୍ୱତ ପ୍ରେମ ଏଠାରେ ଉପସ୍ଥାପିତ। ଲେଖକ- ପ୍ରିୟରଞ୍ଜନ ବିଶ୍ୱାଳ । ଉପସ୍ଥାପିକା- ସ୍ୱପ୍ନା ମହାନ୍ତି।2021-07-2507 minPriya PrayashPriya Prayashସମୟକବିତା ସମୟ। କବି ଓ ଉପସ୍ଥାପକ- ପ୍ରିୟରଞ୍ଜନ ବିଶ୍ୱାଳ । ସମୟ କେତେ ବଳବାନ, ସମୟ ସମ୍ମୁଖରେ ବାକିସବୁ କିପରି ନିଃସ୍ୱ ତାହା ଏଠାରେ ବର୍ଣ୍ଣିତ।2021-06-1200 minPriya PrayashPriya Prayashମାୟା ମରୀଚିକାକବି ଓ ଉପସ୍ଥାପକ- ପ୍ରିୟରଞ୍ଜନ ବିଶ୍ୱାଳ । ମାୟା ମରୀଚିକା2021-06-1100 minPriya PrayashPriya Prayashପାର୍ଥର ପ୍ରଳାପକବୟତ୍ରୀ ଓ ଉପସ୍ଥାପିକା- ହାସ୍ଯମୟୀ ରାଜ । ଯୁଦ୍ଧ କ୍ଷେତ୍ରରେ ଆତ୍ମୀୟ ସ୍ୱଜନ ତଥା ଯୁଦ୍ଧର ଭୟଙ୍କର ବିଭିଷିକା ବିଷୟରେ ଚିନ୍ତା କରି ଅର୍ଜୁନଙ୍କ ମନୋଦଶା କିପରି ହୋଇଥିଲା, ତାହା ସେ ନିଜ କବିତା ମାଧ୍ଯମରେ ନିଖୁଣ ଭାବରେ ବର୍ଣ୍ଣନା କରିଛନ୍ତି।2021-06-1001 minPriya PrayashPriya Prayashବଢିଯାଏ ଅନ୍ଧାରର ଅବଧି...ନିଜ ପ୍ରିୟା/ ବାନ୍ଧବୀ ଠାରୁ ଦୂରକୁ ଗଲେ ହୃଦୟର ଅବସ୍ଥା କଣ ହୁଏ, ସେ ସମ୍ପର୍କରେ କବି ବର୍ଣ୍ଣନା କରିଛନ୍ତି। ଏହି କବିତାର ଲେଖକ ପ୍ରିୟରଞ୍ଜନ ବିଶ୍ୱାଳ ।2021-06-0901 minPriya PrayashPriya Prayashକବିତା- ତୁମେ ଆସିବ ବୋଲି...କବି ଜଣେ ବିରହୀଣୀ ପ୍ରେମିକାର ମନର ଭାବନାକୁ ନିଜ ଶବ୍ଦର ଯାଦୁଗରି ଓ କଲମର ଶକ୍ତି ଦ୍ୱାରା ପାଠକଙ୍କ ଆଗରେ ପ୍ରସ୍ତୁତ କରିବାକୁ ଏକ ନିଆରା ପ୍ରୟାସ କରିଅଛନ୍ତି। ଆଶା ଆପଣମାନଙ୍କ ହୃଦୟକୁ କବିତାଟି ନିଶ୍ଚିତ ଛୁଇଁବ। ଧନ୍ଯବାଦ। କବି - ପ୍ରିୟରଞ୍ଜନ ବିଶ୍ୱାଳ ।2020-10-0700 minPriya PrayashPriya Prayashକବିତା ଅବୁଝା ମନକବି ନିଜ ପ୍ରେମିକା ସମ୍ପର୍କରେ ମନରେ ଥିବା ଭାବନା ଓ ସମସ୍ତ ଆଶା, ଆଙକାକ୍ଷାକୁ ଶବ୍ଦର ଚାତୁରୀରେ ପ୍ରିପ୍ରକାଶ କରିବାର ନିଆରା ପ୍ରୟାସ କରି ଅଛନ୍ତି। ଆଶା ଆପଣ ମାନଙ୍କ ହୃଦୟକୁ ଏହା ନିଶ୍ଚିତ ଛୁଇଁବ। ଧନ୍ଯବାଦ। କବି ଓ ଉପସ୍ଥାପକ- ପ୍ରିୟରଞ୍ଜନ ବିଶ୍ୱାଳ2020-10-0500 minPriya PrayashPriya Prayashକବିତା- ଗାନ୍ଧୀଙ୍କ ରାମରାଜ୍ଯକବି ଗାନ୍ଧୀଙ୍କ ରାମରାଜ୍ଯ ସ୍ୱପ୍ନକୁ ବର୍ତ୍ତମାନର ଭାରତ ସହ ତୁଳନା କରି ଏକ ବ୍ଯଙ୍ଗାତ୍ମକ କବିତା ରଚନା କରିଅଛନ୍ତି। କବି - ପ୍ରିୟରଞ୍ଜନ ବିଶ୍ୱାଳ ।2020-10-0400 minPriya PrayashPriya Prayashକବିତା- ଗୋଲାପ କଢିକବି ନିଜର ପ୍ରେମିକାକୁ ଗୋଲାପ ସହ ତୁଳନା କରି ତାର ରୂପ ଓ ଗୁଣର ପ୍ରଶଂସା କରିବା ସହ ନିଜ ହୃଦୟର ପ୍ରେମ ଭାବନାକୁ ଶବ୍ଦ ମାଧ୍ଯମରେ ପରିପ୍ରକାଶ କରିବାକୁ ଏକ ନିଆରା ପ୍ରୟାସ କରିଛନ୍ତି।2020-10-0400 minPriya PrayashPriya Prayashକବିତା- ଶୁଭ ସକାଳକବି ନିଜର ବନ୍ଧୁ ଓ ବାନ୍ଧବୀ ମାନଙ୍କୁ ଶୁଭ ସକାଳର ଅଭିନନ୍ଦନ କରିବା ସହ ସେମାନଙ୍କ ଗୁରୁତ୍ତ୍ୱକୁ ନିଜର ଶବ୍ଦ ଯାଦୁଗରି ମାଧ୍ଯମରେ ଉପସ୍ଥାପନ କରିବାର ନିଆରା ପ୍ରୟାସ କରି ଅଛନ୍ତି। ଧନ୍ଯବାଦ। ପ୍ରିୟରଞ୍ଜନ ବିଶ୍ୱାଳ ।2020-10-0400 minPriya PrayashPriya Prayashକବିତା ପ୍ରୀତିର ନିଆଁକବି ନିଜ ପ୍ରିୟାର ବିରହ ବେଦନାରେ ଜର୍ଜରିତ ହୋଇ, ପ୍ରିୟାର ବିରହରେ ତାଙ୍କ ହୃଦୟର ଭାବନାକୁ ଶବ୍ଦ ମାଧ୍ଯମରେ ଅତି ନିଖୁଣ ଭାବେ ବର୍ଣ୍ଣନା କରିଛନ୍ତି। ଆଶା ଆପଣମାନଙ୍କୁ ନିଶ୍ଚିତ ଭଲଲାଗିବ। ଧନ୍ଯବାଦ। କବି- ପ୍ରିୟରଞ୍ଜନ ବିଶ୍ୱାଳ ।2020-10-0300 minPriya PrayashPriya Prayashକବିତା- ଗୋଲାପ କଢିକବି ପ୍ରେମିକ ରୂପେ ନିଜ ପ୍ରେମୀକାକୁ ଗୋଲାପ ସହ ତୁଳନାକରି ନିଜ ହୃଦୟର ପ୍ରେମକୁ ଶବ୍ଦରେ ପରିପ୍ରକାଶ କରିବାର ଏକ ଭିନ୍ନ ପ୍ରୟାସ କରିଛନ୍ତି। ଆଶା ଆପଣଙ୍କ ହୃଦୟକୁ ନିଶ୍ଚିତ ଛୁଇଁବ।2020-10-0300 minPriya PrayashPriya Prayashpriya prayash (Trailer)2020-06-0800 min